Spread the love

ଖୋର୍ଧା
ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବିତରଣ କରୁଥିବାବେଳେ ଜଣେ ଆଶା କର୍ମୀ ମୃତ୍ୟୁବରଣ କରିଛନ୍ତି । ଏହା ପରେ ତାଙ୍କୁ ଖୋର୍ଧା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଆଶାକର୍ମୀଙ୍କୁୁ ମୃତ ଘୋଷଣା କରିଛନ୍ତି । ତେବେ କେଉଁ କାରଣରୁ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here