Spread the love

ନୂଆଦିଲ୍ଲୀ, ଚିନ୍ତା ବଢିଲେ ମଣିଷ ମୃ୍ତ୍ୟୁ ବାଛେ । ଦେଶରେ ବିଭିନ୍ କାରଣରୁ ଲୋକେ ଆତ୍ମହତ୍ୟା କରିବାରୁ ପାଦ କାଢୁଛନ୍ତି । ତେବେ ଦେଖିବାକୁ ଗଲେ ଭାରତରେ ଦୈନିକ ହାରାହାରି ୩୮୧ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି । ସେଭଳି ୨୦୧୯ ରେ ବାର୍ଷିକ ପ୍ରାୟ ୧.୩୯ ଲକ୍ଷ ଲୋକେ ଆତ୍ମହତ୍ୟା ଯୋଗୁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୃତ୍ୟୁହାର ୩.୪ ପ୍ରତିଶତରେ ପହଁଚି ଥିବା ଏନସିଆରବି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here