Spread the love

ବଲାଙ୍ଗୀର , ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସପେଣ୍ଡ ।ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ରାଜ୍ୟ ସରକାର ଆଜି ତାଙ୍କୁ ସସପେଣ୍ଡ କରିଛନ୍ତି । ମହିଳା କର୍ମଚାରୀଙ୍କୁ ଚାମ୍ବର ଭିତରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସମ୍ପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଅନ୍ୟ ସ୍ଥାନକୁ ବଦଳି କରିବା ପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here