Spread the love

ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଆଜି ବାରିପଦା ପୋଲିସ ଗିରଫ କରିଛି ।ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।ପୋଲିସ ଦଫା ୨୯୪ ,୩୪୧ ,୩୨୩,୫୦୬ ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here