Spread the love

କଟକ
କେନ୍ଦ୍ରାପଡା ସାଂସଦ ତଥା ବାଳୁଙ୍ଗା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶୀନୀ ରୁଜୁ କରିିଥିବା ମାମଲାର ଶୁଣାଣୀ ଅକ୍ଟୋବର ୧୨ ତାରିଖରେ ହେବ । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଏହି ପାରିବାରିକ ନିର୍ଯ୍ୟାତନା ମାମଲାର ଶୁଣାଣୀକୁ ଘୁଞ୍ଚାଇ ଦିଆଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ପ୍ରଟୋକ୍ସନ ଅଫିସର ବର୍ଷାଙ୍କ ବୟାନ ମଧ୍ୟ ରେକର୍ଡ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here