Spread the love

ଭୁବନେଶ୍ବର : ରାଜ୍ୟରେ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ଆସନ୍ତା ୧୩ ତାରିଖ ଦିନ ଭୁବନେଶ୍ବର ୟୁନିଟ-୧ ହାଟ ବନ୍ଦ ରହିବ ।ୟୁନିଟ-୧ ହାଟର ଉଭୟ ହୋଲସେଲ ଓ ରିଟେଲ ବିକ୍ରି ବନ୍ଦ ରହିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।୧୩ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲରେ ନିଟ ପରୀକ୍ଷା ଥିବାରୁ କରୋନା ସଂକ୍ରମଣ ଏଡାଇବା ପାଇଁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here