Spread the love

ଭୁବନେଶ୍ୱର : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡିଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି ।କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ହୋଇଛି । ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ ନୋଟିସ କରାଯାଇଛି । ପୀଡିତାଙ୍କ ମାଙ୍କ ଅଭିଯୋଗ ଆଧାରରେ ମହିଳା କମିଶନ ନୋଟିସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here