Spread the love

ଭୁବନେଶ୍ୱର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରିପୋର୍ଟ ଦାଖଳ ପାଇଁ ଆଜି ପୋଲିସ ୩ ସପ୍ତାହ ସମୟ ମାଗିଛି ।ଏହି ମାମଲାରେ ତଦନ୍ତ କରିଥିବା ପୋଲିସ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କୁ ୩ ସପ୍ତାହ ସମୟ ମାଗିଥିବା ଜଣାପଡିଛି ।ଏନେଇ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି । ସୁପରଭାଇଜିଂ ଅଫିସରକୁ କରୋନା ହୋଇଥିବାରୁ ପୋଲିସ ଏହି ସମୟ ମାଗିଛି ।ଅଧ୍ୟକ୍ଷା ୪୮ ଘଣ୍ଚା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here