Spread the love

ଭୁବନେଶ୍ୱର
ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହା ସହିତ ଆଜି ରାଜ୍ୟସଭା ଉପାଧକ୍ଷ ପଦ ପାଇଁ ମଧ୍ୟ ନିର୍ବାଟନ ଅନୁଷ୍ଠିତ ହେବ । ଏଥିରେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ନେତା ହରିବଂଶ ନାର୍ୟାମ ସିଂହଙ୍କୁ ବିଜେଡି ସମର୍ଥନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣିଥରେ ନବୀନଙ୍କ ସହ ଫୋନରେ କଥା ହୋଇ ସମର୍ଥନ ମାଗିଥିଲେ । ସୂଚନାଯୋଗ୍ୟ ଯେ ୟୁପିଏ ପକ୍ଷରୁଆରଜେଡିର ମନୋଜ ଝା ଉପାଧକ୍ଷ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here