Spread the love

ଭୁବନଶ୍ୱେର
ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।ଏହି ଦିନ ରାଜ୍ୟ ସଭା ଉପାଧକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ବିଜେପି ନେତୃତ୍ୱାଧିନ ଏନଡିଏ ଆରଜେଡି ନେତା ହରିବଂଶଙ୍କୁ ପ୍ରାର୍ଥୀ କରିଛି । ତେବେ ଏଥିରେ ମିଳିତ ପ୍ରାର୍ଥୀ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହାକୁ ଦେଖି ବିଜୁ ଜନତା ଦଳ(ବିଜେଡି) ନିଜ ରାଜ୍ୟସଭା ସାଂସଦଙ୍କୁ ୩ ଲାଇନର ହ୍ୱିପ ଜାରି କରିଛି । ଏଥିରେ ୧୪ ତାରିଖରେ ସଂସଦରେ ଉପସ୍ତିତ ରହିବା ଲାଗି ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here