Spread the love

ନୂଆଦିଲ୍ଲୀ : ଆଜି ବିଜେପି ନେତା ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ଦେହାନ୍ତ ଘଟିଛି । ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କୁ ୧୫ ଦିନ ହେବ ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।

LEAVE A REPLY

Please enter your comment!
Please enter your name here