Spread the love

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ତାରକା ରାଣା ଦଗୁବାତି । ଅଗଷ୍ଟ ୮ ତାରିଖରେ ହାଇଦ୍ରାବାଦର ରାମା ନାଇଡୁ ଷ୍ଟାଡିୟମରେ ତାଙ୍କ ବାହାଘର ଅନୁଷ୍ଠିତ ହୋଇଛି । ରାଣା ଓ ତାଙ୍କ ଧର୍ମପତ୍ନୀ ମିହିକା ବଜାଜଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ବାହାଘର ଉଭୟ ତେଲୁଗୁ ଓ ମାରୱାଡି ରୀତିନୀତି ଅନୁସାରେ ହୋଇଛି କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାଘରରେ ମାତ୍ର ୩୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଅତିଥିଙ୍କ ମଧ୍ୟରେ ବହୁ ନାମୀଦାମୀ କଳାକାର ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here