Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତି ସିଂହ ରାଜୁପୁତଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବିରେ ଦାଖଲ ଜନସ୍ୱାର୍ଥ୍ୟ ମାମଲା(ପିଆଇଏଲ)ର ଶୁଣାଣୀକୁ ବମ୍ବେ ହାଇକୋର୍ଟ ବାତିଲ କରି ଦେଇଛନ୍ତି । ମୁମ୍ବାଇ ସହରରେ କାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ପରେ ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଘୋଷଣା କରାଯିବ । ସୂଚନାଯୋଗ୍ୟ ଯେ ଏବେ ମୁମ୍ବାଇରେ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି ହୋଇଛି ଏବଂ ଅନେକ ସ୍ଥାନରେ ମଧ୍ୟ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଏଥିଯୋଗୁଁ ପାସେଞ୍ଜର ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ବିଭିନ୍ନ ସରକାରୀ ଅଫିସ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here