Spread the love

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗତ କିଛି ଦିନତଳେ ମିଡିଆ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଆଜି ଏହାର ଶୁଣାଣୀ କରି ବମ୍ବେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତଦନ୍ତରେ ବାଧା ଉପୁଜାଇଲା ଭଳି ରିପୋର୍ଟିଂ ନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁକୁ ସମ୍ମାନ ଦେଇ ତଦନ୍ତ କରିବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here