Spread the love

ଭୁବନେଶ୍ବର : ରାଜ୍ୟରେ ହେବାକୁ ଥିବା ବିପିୟୁଟି ପରୀକ୍ଷା ଅନଲାଇନରେ କରିବା ନେଇ ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁଲାର ପରୀକ୍ଷାରେ ବିବେଚିତ ହେବ । ଏହି ପରୀକ୍ଷାରେ ଯେଉଁମାନେ ଫେଲ କିମ୍ଭା ଅନୁପସ୍ଥିତ ରହିବେ ସେମାନଙ୍କର ବ୍ୟାକ ପେପର ଲାଗିବ ବୋଲି ପରୀକ୍ଷା ନିର୍ଦ୍ଦେଶକ କହିଛନ୍ତି । ଏହାସହ ବିଟେକ , ବିଫାର୍ମ ,ଏମବିଏ , ଏମସିଏ ୨ୟ ସେମିଷ୍ଟର ପରୀକ୍ଷା ବି ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here