Spread the love

ଚିତ୍ରକୋଣ୍ଡା
ଚିତ୍ରକୋଣ୍ଡା ଥାନା ନିକଟରେ ଥିବା ବିଏସଏଫ୍‌ କ୍ୟାମ୍ପରେ ଅଘଟଣ ଘଟିଛି । ଏଠାରେ ଜଣେ ଯବାନ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ଏହି ଯବାନ ଶେଷ କର୍ଣଙ୍କ ଘର ରାଜସ୍ଥାନରେ । ସେ ଚିତ୍ରକୋଣ୍ଡାର ୯ ନଂ ବାଟାଲିୟନରେ କାର୍ଯ୍ୟରତ ଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here