Spread the love

ମୁମ୍ବାଇ: ମହାରାଷ୍ଟ୍ର ରାୟଗଡା ଜିଲ୍ଲାରେ ଏକ ବିରାଟ କାୟ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏକ ପାଞ୍ଚ ତାଳା କୋଠା ଭୁସୁଡି ପଡିବା ଯୋଗୁ ପରିସ୍ଥିତି ଜଟିଳ ହୋଇ ପଡିଛି । ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାମୁମ୍ବାଇ: ମହାରାଷ୍ଟ୍ର ରାୟଗଡା ଜିଲ୍ଲାରେ ଏକ ବିରାଟ କାୟ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏକ ପାଞ୍ଚ ତାଳା କୋଠା ଭୁସୁଡି ପଡିବା ଯୋଗୁ ପରିସ୍ଥିତି ଜଟିଳ ହୋଇ ପଡିଛି । ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ଜଣ ଆହତ ହୋଇଥିବା ବେଳେ ୭୦ ଜଣ କୋଠା ତଳେ ଫସି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଏନଡିଆରଏଫର ତିନୋଟି ଟିମ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ନ ସୁଦ୍ଧା ୧୫ଜଣ ଆହତ ହୋଇଥିବା ବେଳେ ୭୦ ଜଣ କୋଠା ତଳେ ଫସି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଏନଡିଆରଏଫର ତିନୋଟି ଟିମ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here