Spread the love

ରାୟଗଡା
ଶ୍ରମିକଙ୍କୁ ତାମିଲନାଡୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାୟଗଡା ଗୁମ୍ମା ଘାଟୀରେ ଏହି ବସଟି ଓଲଟି ପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନେ ବୌଦ୍ଧ ଓ ବଲାଙ୍ଗୀରରୁ ତାମିଲନାଡୁ ଯାଉଥିଲେ ।

LEAVE A REPLY

Please enter your comment!
Please enter your name here