Spread the love

ନୂଆଦିଲ୍ଲୀ
ନୂଆ କରି ନୁଯୁକ୍ତ ହୋଇଥିବା ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଗୀରିଶ ଚନ୍ଦ୍ର ମୁର୍ମୁ ଆଜି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ଭେଟ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ସଚିବ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here