Spread the love

ଜୟପୁର : ଉଦୟପୁର ଲକ୍ଷ୍ମୀ ଭିଲାସ ପ୍ୟାଲେସ ହୋଟେଲ ବିକ୍ରି ମାମଲାରେ ଆଜି ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ସୌରି ,ପୂର୍ବତନ ସଚିବ ପ୍ରଦୀପ ବଇଜାଲଙ୍କ ସମେତ ତିନି ଜଣଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।୨୦୦୧ ରେ ସରକାରଙ୍କ ଦ୍ୱାରା ପରିଚାଳିତ ହୋଟେଲ ବିକ୍ରିରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଏହି ମାମଲା ଦାୟର କରାଯାଇଛି।ଏହି ହୋଟେଲ ପୂର୍ବରୁ ଭାରତର ପର୍ଯ୍ୟଟନ ବିକାଶ ନିଗମ ଦ୍ୱାରା ପରିଚାଳିତ ହୋଇଥିଲା।ଏହାକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here