ଟ୍ରାକ୍ଟର ଓଲଟି ୩ ମୃତ ଏବଂ ୭ ଗୁରୁତର

ବଣାଇ ଏଠାକାର ଗୁରୁଣ୍ଡିଆ ଥାନା କେଲଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୭ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କୁନ୍ଦୁରୁ...

ବଏଲର ବିସ୍ଫୋରଣରେ ୪ ମୃତ, ୧୫ ଆହତ

ଚେନ୍ନାଇ: ତାମିଲନାଡ଼ୁର କୁଡାଲୋର ତାପଜ ବିଦ୍ୟୁତ କେନ୍ଦ୍ରର ବଏଲରରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତୁ୍ୟ ହେବା ସହ ୧୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । କେଉଁ କାରଣରୁ ବିସ୍ଫୋରଣ ଘଟିଲା...

ବିଶାଖାପାଟନମରେ ଗ୍ୟାସ ଲିକ, ୨ ମୃତ ଓ ୪ ହସ୍ପିଟାଲରେ ଭର୍ତ୍ତି

ବିଶାଖାପାଟନମ ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ଏକ ଫାର୍ମାସ୍ୟୁଟିକାଲ ୟୁନିଟ ସାନିୟର ଲାଇଫ ସାଇନ୍ସରେ ଗ୍ୟାସ ଲିକ ହୋଇ ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏଥିରେ ୪ ଜଣ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି...

ଅଡ଼ବାରେ ବସ ଓଲଟି ୨୦ ଆହତ

ମୋହନା: ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁରଠାରେ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ...

ପୁଣି ଏକ ଅଭାବନୀୟ ଘଟଣା, ବାରହା ଫାଶରେ ଚାଲିଗଲା ହାତୀ ଛୁଆର ଜୀବନ

ରାଉଲକେଲା: କେରଳ ମଲ୍ଲପୁରମ୍ ର ଗର୍ଭବତୀ ହାତୀ ମୃତ୍ୟୁ ଘଟଣା ମନରୁ ନଯାଉଣୁ ଏବେ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ରେଞ୍ଜରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାରହା ଧରିବାକୁ ଲଗାଯାଇ...

ବିଏମସି ଗାଡ଼ି ଧକ୍କାରେ ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ପଟିଆ ଅଞ୍ଚଳରେ ନିଗମ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପଟିଆ ଛକରେ ସମ୍ପୃକ୍ତ ବ୍ୟକ୍ତି ରାସ୍ତା ପାର ହେଉଥିଲା ବେଳେ ବିଏମସି...

ଲୁଣା ନଦୀରେ ବୁଡ଼ି ଦୁଇ ଯୁବକ ମୃତ

କଟକ: ସାଲେପୁର ତରତ ଗ୍ରାମ ନିକଟରେ ପ୍ରବାହିତ ଲୁଣାନଦୀରେ ବୁଡ଼ି ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ତରତ ନିକଟରେ ଥିବା ମଙ୍ଗଳା ଘାଟରେ ୪ଜଣ ସାଙ୍ଗ ହୋଇ ଗାଧୋଉଥିଲା ବେଳେ ଦୁଇଜଣ...

ଟ୍ରେନିଂ ବିମାନ ଖସି ୨ ମୃତ

ଢେଙ୍କାନାଳ: ସୋମବାର ସକାଳ ୬.୩୦ ସମୟରେ ଢେଙ୍କାନାଳ ଜିଲ୍ଲା ବିରାସାଳ ଏୟାରଷ୍ଟ୍ରିପରେ ଏକ ଟ୍ରେନିଂ ବିମାନ ଉଡାଣ ଭରିବାର ୫ ମିନିଟ୍ ପରେ ତଳକୁ ଖସିପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ।...

ହାତୀ ଦଳାରେ ୧ ମୃତ

ବାରିପଦା: ରାସଗୋବିନ୍ଦ ପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁକୁଡା ହାଣ୍ଡି ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ହତ୍ୟା କରିଛି । ଏହି ହାତିଟି ଗାଁ ଭିତରକୁ ପସିଆସିଥିବା ବେଳେ ବୃଦ୍ଧ ଜଣକ...

Latest news

Skip to toolbar