ବାଘ ମୁଣ୍ଡ ଓ ଛାଲ ଜବତ

ନୂଆପଡା ଜଣେ ବ୍ୟକ୍ତିଙ୍କ ଘରୁ କଟାଯାଇଥିବା ବାଘମୁଣ୍ଡ ଏବଂ ବାଘ ଛାଲ ଜବତ କରାଯାଇଛି । ନୂଆପଡା ଜିଲ୍ଲା ଟିପାଝର ଗ୍ରାମରେ ଚଢଉ କରି ବନବିଭାଗ ଏହା ଜବତ କରିଛି । ଏହା ସହିତ...

ରାଜଧାନୀରୁ ୯୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର ରାଜଧାନୀର ଭରତପୁର ଅଞ୍ଚଳରୁ ୯୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ଜଣେ ଲୋକକୁ ମଧ୍ୟ ଗିରଫ କରାଯାଇଛି । ଅବକାରୀ ବିଭାଗ ଏକ ବୋଲେରୋରୁ ଏହି ଗଞ୍ଚେଇ ଜବତ...

୨ ଡ୍ରଗ୍ସ ବେପାରୀ ଗିରଫ

ବେଙ୍ଗାଲୁରୁ କର୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ୨ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ଠାରୁ ଏକଷ୍ଟାସୀ ଟାବଲେଟ, ଏଲଏସଡି(ଲିସର୍ଜିକ ଏସିଡ ଡିଇଥାଲମାଇଡ) ଏବଂ ମାରିଜୁଆନା ଲେସ ଜେଲି ଜବତ...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ଏକ କିଲୋ ଚରସ ସହ ରାହିଲ ବିଶ୍ରାମ ଅଟକ

ମୁମ୍ବାଇ ହିମାଚଳ ପ୍ରଦେଶର ରାହିଲ ବିଶ୍ରାମଙ୍କୁ ଏନସିବି ଅଟକ ରଖିଛି । ତାହା ଠାରୁ ଏକ କିଲୋଗ୍ରାମ ଚରସ ଜବତ କରାଯାଇଛି । ଏହା ସହିତ ତାହା ପାଖରୁ ୪.୫ ଲକ୍ଷ ଟଙ୍କା ‌...

ଜନ୍ମଦାତ୍ରୀ ମା’କୁ ମାରିଦେଲେ ପୁଅ

ଭୁବନେଶ୍ୱର ଏୟାରଲିଫ୍ଟ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ଏଠାରେ ନିଜ ଜନ୍ମଦାତ୍ରୀ ମା’କୁ ଦୁଇ ନାବାଳକ ପୁଅ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ୧୫ ଓ...

ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲା, ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ କ୍ରିକେଟର ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଏବଂ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏମାନେ ଡାକୁ ଏବଂ ଅପରାଧୀଙ୍କ ଅନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ।...

ବସ୍‌ରୁ ବଟି ଆଦାୟ : ୭ ଗିରଫ

କଟକ: ବାଦାମବାଡ଼ି ବସଷ୍ଟାଣ୍ଡ ଅଂଚଳରେଦାଦାବଟି ଆଦାୟ ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଡିହ ସାହିର ଅନିଲ ନାୟକ (୨୫), ଶଙ୍କରପୁର...

ଦିଲ୍ଲୀ ଦଙ୍ଗା ମାମଲା, ଫିଲ୍ମ ନିର୍ମାତା ରାହୁଲ ରୟ ଏବଂ ସବା ଦେବାନଙ୍କୁ ସମନ

ନୂଆଦିଲ୍ଲୀ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରାହଲୁ ରୟ ଏବଂ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ସବା ଦେବାନଙ୍କୁ  ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ମାମଲରେ ସେମାନଙ୍କୁ ଦିଲ୍ଲୀ...

୧୯୪ ଲିଟର ବିଦେଶୀ ମଦ ଜବତ

ବ୍ରହ୍ମପୁର ବେଆଇନ ଭାବେ ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୪୦ ଲିଟର ବିଦେଶୀ ମଦକୁ ପୋଲିସ ଜବତ କରିଛି । ଏହି ବୋତଲ ଗୁଡିକ ୬୪୦ ଏମଏଲର । ଏହି ମାମଲାରେ ପାତ୍ରପୁର ପୋଲିସ...

ସେନା କର୍ମଚାରୀଙ୍କ ନାମରେ ଲୋକଙ୍କୁ ଠକୁଥିଲେ.୧୦ ସାଇବର ଠକ ଗିରଫ

ନୂଆଦିଲ୍ଲୀ ସାଇବର ଠକେଇ ମାମଲାରେ ଜଡିତ ୧୦ ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏମାନେ ଇ-କମର୍ସ ରିସେଲ ଆପ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିଲେ ।...

Latest news

Skip to toolbar