ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

ମୁମ୍ବ।।ଇ ପ୍ରସିଦ୍ଧ ମରାଠୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଅସୁସ୍ଥ ହୋଇ ମହାରାଷ୍ଟ୍ର ସତାରାର ଏକ ଘରୋଇ ହସ୍ପିଟାଲରେ ସେପ୍ଟେମ୍ବର ୧୭ତାରିଖରୁ ଚିକିତ୍ସିତ ହେଉଥିଲେ...

ଆଇପିଏଲ ମହାସମର, ଆଜି ରାଜସ୍ଥାନ ରୟାଲ୍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା

ଶାରଜା : ମଙ୍ଗଳବାର ଚେନ୍ନଇ ସୁପର କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍ ଖେଳିବ। ରାଜସ୍ଥାନ ରୟାଲ୍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ଉଭୟ ଦଳର ମୋଟ ୨୧ ଜଣ ଖେଳାଳି...

କରୋନା ନେଲା ୧୧ ଜୀବନ

ଭୁବନେଶ୍ୱର ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୬୫ ବର୍ଷୀୟ ବୃଦ୍ଧ ଓ ୫୦ ବର୍ଷୀୟ ମହିଳା, ବଲାଙ୍ଗୀରର ଜଣେ...

ୟୁଏନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘ(ୟୁଏନ)ର ୭୫ତମ ବାର୍ଷିକ ସମ୍ମିଳନୀ ଅବସରରେ ସୋମବାର ବିଳମ୍ବିତ ରାତି ୟୁଏନଜିଏର ଏକ ଉଚ୍ଚ ସ୍ତରୀୟ ବୈଠକକୁ ସମ୍ବୋଧନ କରିଛନ୍ତି । ସେ ଏଥିରେ କହିଛନ୍ତି ଯେ...

୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ରାଜ୍ୟରୁ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୩୬ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୪୫୩ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି ।...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, କ୍ୱାନ ଏଜେନ୍ସି ସିଇଓ ଧ୍ରୁବ ଚିଟଗୋପେକରଙ୍କୁ ଇଡି ସମନ

ମୁମ୍ବାଇ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ କିଛି ନା କିଛି ତଥ୍ୟର ଖୁଲାସା ହେବାରେ ଲାଗିଛି । ତିନୋଟି କେନ୍ଦ୍ରୀୟ ଏଜେନ୍ସି ସିବିଆଇ, ଏନସିବି ଏବଂ ଇଡି ଏହି...

କରୋନା ମୃତ୍ୟୁସଂଖ୍ୟା ୮୮୯୩୫କୁ ବୃଦ୍ଧି

ନୂଆଦିଲ୍ଲୀ ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୮୮୯୩୫କୁ ବୃଦ୍ଧି ପାଇଛି...

କରୋନା କବଳରେ ବିଶ୍ୱ, ସଂକ୍ରମିତଙ୍କ ସଂଖ୍ୟା ୩.୧୪ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ ସମଗ୍ର ବିଶ୍ୱରେ ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହାର ଭ୍ୟାକ୍ସିନକୁ ନେଇ ଅନେକ ଦେଶ ଗବେଷଣା ଜାରି ରଖିଛନ୍ତି । ଏବେ ଆମେରିକାରେ ୭୦...

ବିକ୍ଷୋଭକାରୀ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାଂସଦଙ୍କୁ ଆଜି ସକାଳେ ଚା ପିଆଇଛନ୍ତି ରାଜ୍ୟସଭା ଉପାଧକ୍ଷ ହରିବଂଶ । ଏହି ସାଂସଦଙ୍କୁ ଖରାପ ବ୍ୟବହାର ଲାଗି ସଂସଦରୁ ନିଲମ୍ବନ କରାଯାଇଛି । ଏହାକୁ...

ଆତଙ୍କବାଦୀ ନିହତ

ଶ୍ରୀନଗର ଜାମ୍ମୁକାଶ୍ମୀରରେ ପୁଣି ଏକ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷା ବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ ଏ ପର୍ଯ୍ୟନ୍ତ ତାହାର ପରିଚୟ ମିଳିପାରି ନାହିଁ । ବୁଦଗାମର...

Latest news

Skip to toolbar