କରୋନା କବଳରେ ବିଶ୍ୱ, ସଂକ୍ରମିତଙ୍କ ସଂଖ୍ୟା ୩.୧୪ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ ସମଗ୍ର ବିଶ୍ୱରେ ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହାର ଭ୍ୟାକ୍ସିନକୁ ନେଇ ଅନେକ ଦେଶ ଗବେଷଣା ଜାରି ରଖିଛନ୍ତି । ଏବେ ଆମେରିକାରେ ୭୦...

ଆମେରିକା ରାଷ୍ଟ୍ରପତିଙ୍କୁ ବିଷ ଦେବାକୁ ଉଦ୍ୟମ

ନୂଆଦିଲ୍ଲୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଆସିଥିବା ଏକ ବିଷ ପ୍ୟାକେଟକୁ ପୋଲିସ ଜବତ କରିଛି । ଏଥିରେ ରିସିନ ନାମରେ...

ବିଶ୍ୱର ୩.୩ କୋଟି ଲୋକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି ଏହି ଭାଇରସ ଯୋଗୁଁ ଏବେ ସୁଦ୍ଧା ୩ କୋଟି ୩ ଲକ୍ଷ ୩୩ ହଜାର ୯୧୪ ଜଣ ଲୋକ ସଂକ୍ରମିତ...

ଇସ୍ରାଏଲ ସହ ୟୁଏଇର ଐତିହାସିକ ଚୁକ୍ତି ସ୍ୱାକ୍ଷର, ପାଲେଷ୍ଟାଇନ ନିନ୍ଦା କଲା

ନୂଆଦିଲ୍ଲୀ ଉପକୂଳବର୍ତ୍ତୀ ଦେଶ ୟୁଏଇ ଏବଂ ଇସ୍ରାଏଲ ମଧ୍ୟେରେ ମଙ୍ଗଳବାର ଐତିହାସିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହା ସହିତ ଦୁଇ ଦେଶ ମଧ୍ୟରେ ସମ୍ପରର୍କ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ହ୍ୱାଇଟ...

ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି । ଏଥିରେ ୬୭ ଲକ୍ଷ ୮୭ ହଜାର ୭୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୭୮ଜଣଙ୍କର...

ନେପାଳରେ ଭୂସ୍ଖଳନ, ୧୮ ନିଖୋଜ

ନୂଆଦିଲ୍ଲୀ ନେପାଳର ସିନ୍ଧୁପାଳଚୌକ ଜିଲ୍ଲାରେ ଗତକାଲ ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିଛି । ପ୍ରବଳ ବର୍ଷା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୮ ଘର ଧ୍ୱଂସ ହୋଇଯାଇଛି ଏବଂ ୧୨...

ଅକ୍ସଫୋଡ଼ ଟୀକାର ପରୀକ୍ଷା ପୁଣି ଆରମ୍ଭ

ଲଣ୍ଡନ : କିଛି ଦିନ ବନ୍ଦ ରହିବା ପରେ ଅକ୍ସଫୋଡ଼ ଟୀକାର ମାନବ ପରୀକ୍ଷଣ ପୁନର୍ବାର ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ , ଜଣେ ସ୍ୱେଚ୍ଛାସେବୀଙ୍କୁ ଏହି ଟୀକା...

ଆଇପିଏଲ୍‌ରେ ପ୍ରଥମ ଆମେରୀକୀୟ

ଆବୁଧାବୀ: ଆଇପିଏଲ୍‌ରେ ପ୍ରଥମ ଆମେରୀକୀୟ କ୍ରିକେଟ କେଳାଳିଙ୍କୁ ଏଥର ଦେଖିବାକୁ ମିଳିବ । କେକେଆର୍‌ ଟିମ୍‌ରେ ଅଲ୍ଲୀ ଖାନ୍‌ ନାମକ ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ହାରି ଗୁରନେଙ୍କ ବଦଳରେ ସେ...

୫ ଅପହୃତ ଅରୁଣାଚଳ ପ୍ରଦେଶ ନାଗରୀକଙ୍କୁ ଚୀନ ଫେରାଇବ

ଇଟାନଗର : ଅରୁଣାଚଳ ପ୍ରଦେଶରୁ ଚୀନ ସେନା ଦ୍ୱାରା ଅପହୃତ ୫ଜଣ ଭାରତୀୟଙ୍କୁ ଆସନ୍ତା କାଲି ଚୀନ ଫେରାଇ ଦେବ । ଏନେଇ ଆଜି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ...

ଭାରତ-ଚୀନ ବ୍ରିଗେଡିୟର ସ୍ତରରେ ଆଲୋଚନା

ନୂଆଦିଲ୍ଲୀ : ଭାରତ-ଚୀନ ବ୍ରିଗେଡିୟର ସ୍ତରରେ ଆଜି ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ସକାଳ ୧୧ଟାରେ ଲଦାଖର ଚୁସୁଲ ଠାରେ ଏହି ଆଲୋଚନା ହୋଇଛି । ଅପରାହ୍ନ ୩ଟାରେ ଏହି...

Latest news

Skip to toolbar