କରୋନା ନେଲା ୧୧ ଜୀବନ

ଭୁବନେଶ୍ୱର ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୬୫ ବର୍ଷୀୟ ବୃଦ୍ଧ ଓ ୫୦ ବର୍ଷୀୟ ମହିଳା, ବଲାଙ୍ଗୀରର ଜଣେ...

୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ରାଜ୍ୟରୁ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୩୬ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୪୫୩ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି ।...

କରୋନା ନେଲା ୯ ଜୀବନ

ଭୁବନେଶ୍ୱର ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୪୮...

ପୁଣି ବଢିଲେ ୪୨୪୨ କରୋନା ରୋଗୀ

ଭୁବନେଶ୍ୱର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୨୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୩୯ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତିି । ସେହିପରି ୨୫୦୩ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ...

୨୪ ଘଣ୍ଟାରେ ୪୭୭୫୮ କରୋନା ପରୀକ୍ଷା

ଭୁବନେଶ୍ୱର ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଖୁବଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟରେ କରୋନା ଟେଷ୍ଟିଂର...

କରୋନା ନେଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ୭୦୦ ଟପିଲା

ଭୁବନେଶ୍ୱର ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ...

ପୁଣି ବଢିଲେ ୪୩୩୦

ଭୁବନେଶ୍ୱର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୩୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୭୪ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୫୫୬ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ...

ସମ୍ବାଦର ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ବିୟୋଗ

ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସମ୍ବାଦ’ ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ ଙ୍କର ଆଜି ଭୁବନେଶ୍ୱର ର ସମ୍‌ ହସ୍ପିଟାଲ୍‌ ରେ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ଶ୍ରୀ...

କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ବରଗଡ, ବଲାଙ୍ଗୀର, କଟକ, ଭୁବନେଶ୍ୱ. ଗଜପତି, କନ୍ଧମାଳ, ମୟୁରଭଞ୍ଜର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା...

୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ରାଜ୍ୟରୁ ୪୧୮୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୧୪ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୪୬୬ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି ।...

Latest news

Skip to toolbar