କେନ୍ଦ୍ର ଦେଲା କୋଭିଡ଼ ତଥ୍ୟ : ୧୧ପ୍ରତିଶତରୁ ଅଧିକ କୋଭିଡ଼ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି

ନୂଆଦିଲ୍ଲୀ : ଦେଶରେ ଏବେ ୧୧.୬୯ ପ୍ରତିଶତ କୋଭିଡ଼ ରୋଗୀ ରହିଛନ୍ତି । ସଂପୃକ୍ତ ରୋଗୀ କେଭିଡ଼ ସେଣ୍ଟର , ବେସରକାରୀ ଚିକିତ୍ସାଳୟ ଓ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର...

ରିଲାଏନ୍ସ ଲାଇଫ ସାଇନ୍ସ ପକ୍ଷରୁ ଆରଟି -ପିସିଆର କିଟ ବିକଶିତ ; ୨ଘଣ୍ଟାରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଲାଇଫ ସାଇନ୍ସ ପକ୍ଷରୁ ଆଜି ଏକ ଆରଟି -ପିସିଆର କିଟ ବିକଶିତ କରାଯାଇଛି । ଏହି କିଟରେ ପ୍ରାୟ ୨ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ବ୍ୟକ୍ତି ନିଜର କରୋନା...

ହାଥରସ କେସ, ୟୁପି ପୋଲିସର ଦାବି ଆଇନର ବିପରୀତ

ନୂଆଦିଲ୍ଲୀ ହଥରସର ୧୯ ବର୍ଷୀୟ ଯୁବତୀଙ୍କ ସହ ବଳାକ୍ରାର ହୋଇନାହିଁ ବୋଲି ଉତ୍ତରପ୍ରଦେଶ ପୋଲିସ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ ଏହି ଘଟଣାରେ ପାଇଥିବା ଆଘାତ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି ।...

କୃଷି ବିଲ୍‌ ଏକବିଂଶ ଶତାଦ୍ଦୀର ଆବଶ୍ୟକତା

ନୂଆଦିଲ୍ଲୀ ଋବିବାର ସଂସଦରେ ୨ଟି କୃଷି ବିଲ୍‌ ପାରିତ ହୋଇଯାଇଛି । ଏହା ଏକ ଐତିହାସିକ ଦିନ । କୃଷି କ୍ଷେତ୍ରର ସୁଧାରରେ ଏହି ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିିବ । ଏହା ଏକ...

୫କୋଟି ଲାଞ୍ଚମାମଲା : ସିବିଆଇ ଦ୍ୱାରା ଦୁଇ ଜିଏସ୍‌ଟି ଅଧିକାରୀଙ୍କ ବିରୋଧରେ କେସ୍‌ ରୁଜୁ

ହାଇଦ୍ରାବାଦ : ଗୁଡ଼ସ୍‌ ଆଣ୍ଡ ସର୍ଭିସେସ୍‌ ଆଇନରେ ଛାଡ କରିବାକୁ ୫କୋଟି ଟଙ୍କା ଲାଞ୍ଚ ମାଗିଥିବା ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଛି । ହାଇଦ୍ରାବାଦର ଇନ୍‌ଫନାଇଟ...

ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲେ ୪୮୦: ସ୍ଥିତି ଗମ୍ଭିର, କୌଣସି ହସ୍‌ପିଟାଲରେ ଆସିୟୁ ନାହିଁ

ଭୁୁବନେଶ୍ୱର : ଦୌତ୍ୟ ନଗରୀର ସ୍ଥିତି ଏବେ ସଂଙ୍କଟାପନ୍ନ ହୋଇ ପଡ଼ିଛି । ଲଗାତର ପ୍ରତିଦିନ ୩ଶହରୁ ଅଧିକ ରୋଗୀ ବାହାରୁଥିବାରୁ ପରିସ୍ଥିତି ସଂଗୀନ ହୋଇ ପଡ଼ିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ...

ଉଡା ଯାହାଜ ଭିତରେ କଙ୍ଗନାଙ୍କ ନ୍ୟୁଜ କଭରେଜକୁ ନେଇ ବିବାଦ : ଡ଼ିଜିସିଏ ମାଗିଲା ରିପୋର୍ଟ

ନୂଆଦିଲ୍ଲୀ : ଚଣ୍ଡିଗଡ଼ରୁ ମୁମ୍ବାଇ ଆସୁଥିବା କଙ୍ଗନା ରାନାୱତଙ୍କ ମତାମତ ନେବା ପାଇଁ କିଛି ସାମ୍ବାଦିକ ଇଣ୍ଡିଗୋ ପ୍ଲାଇଟରେ ପଶି କୌଣସି ନିୟମ ନମାନି ସୁଟିଂ କରିବା ଘଟଣାରେ ଡିଜିସିଏ ଇଣ୍ଡିଗୋ କର୍ତ୍ତପକ୍ଷଙ୍କ...

ସୁଶାନ୍ତ ସିଂହଙ୍କ ରୋଷେଇୟା ଗିରଫ: ସୁଶାନ୍ତ ଓ ରିଆଙ୍କ ଘରେ ଡ୍ରଗ୍ସ ଡେ଼ଲିଭରି ହେଉଥିଲା

ମୁମ୍ବାଇ : ମୃତ ସୁଶାନ୍ତ ସିଂହଙ୍କ ଘରେ ଡ୍ରଗ୍ସ ଡେ଼ଲିଭରି ହେଉଥିଲା । ସୁଶାନ୍ତଙ୍କ ରୋଷେଇୟା ଦୀପେସ ସାୱନ୍ତକୁ ନାରକୋଟିକ୍ସ ବିଭାଗ ଆଜି ସନ୍ଧ୍ୟାରେ ଗରିଫ କରିଛି । ଧିରେ ଧିରେ ସୁଶାନ୍ତଙ୍କ...

କଟକରେ ବଢ଼ିଲେ ୨୯୫ ମହାନଗରରେ ୧୮୪ , ଭିଭିଆଇପିମାନଙ୍କ ପାଇଁ ଆଗୁଆ ଶଯ୍ୟା ରିଜର୍ଭ

କଟକ : କଟକ ଜିଲ୍ଲାରେ ମୋଟ ୨୯୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ମହାନଗରରୁ ୧୮୪ ରହିଥିବା ବେଳେ ବାକି ସମସ୍ତେ ଜିଲ୍ଲାର ବିଭିନ୍ନ...

ରିଆ-ମହେଶ ଭଟ୍ଟଙ୍କ ହ୍ୱାଟସ୍‌ ଅପ୍‌ ଚାଟ ଲିକ୍‌ , ସୁଶାନ୍ତଙ୍କ ଷ୍ଟାଫଙ୍କୁ ସି.ବି.ଆଇ ଜେରା

ମୁମ୍ବାଇ: ଶୁକ୍ରବାର ସକାଳୁ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିର ବାତାବରଣ ସରଗରମ ହୋଇ ଉଠିଛି । ମୃତ ସୁଶାନ୍ତ ସିଂହଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତି ଓ ଫିଲ୍ମ ପ୍ରଯୋଜକ ମହେଶ ଭଟ୍ଟଙ୍କ ମଧ୍ୟରେ ପୂର୍ବରୁ...

Latest news

Skip to toolbar