Spread the love

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ପାଇଲା ପରେ ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବରିଷ୍ଠ ସିବିଆଇ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସୁଶାନ୍ତ ମୃତ୍ୟୁ ମାମଲାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ଏତଲା ଦାୟର କରାଯିବ । ଉଭୟ ଦିଲ୍ଲୀ ଓ ମୁମ୍ବାଇର ସିବିଆଇ ଅଧିକାରୀ ମାନେ ସୁଶାନ୍ତ ମାମଲାର ମିଳିତ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here