Spread the love

ମୁମ୍ବାଇ : ଏକ ଘରୋଇ କମ୍ପାନୀ ଦ୍ୱାରା ୧୦୩.୨୭ ଟଙ୍କା ଠକେଇ ହେବା ଘଟଣାର ତଦନ୍ତ କରିବାକୁ ସି.ବି.ଆଇ ପକ୍ଷରୁ ଆଜି ମାମଲା ରୁଜୁ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କରେ ହୋଇଥିବା ଏହି ଠକେଇରେ ଉକ୍ତ ଘରୋଇ କମ୍ପାନୀର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ, ଗ୍ୟାରେଣ୍ଟର, ତକ୍ରାଳୀନ ଉପ ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ଆଦି ସଂପୃକ୍ତ ଥିôବା ସିବିଆଇ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି । ସେହିଭଳି ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଆଜି ସି.ବି.ଆଇ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । ଏହି ଠକେଇ ମାମଲାରେ ବହୁ ଲୋକ ସଂପୃକ୍ତ ଥିବା ସି.ବି.ଆଇ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here