Spread the love

ମୁମ୍ବାଇ , ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସିବିଆଇ ପ୍ରତେକ ଦିନ ନୂଆ ନୂଆ ଲୋକଙ୍କୁ ପଚରାଉଚରା କରୁଛି ।ସେଭଳି ଆଜି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବାପା ଓ ମା ଙ୍କୁ ସିବିଆଇ ପଚରାଉଚରା କରିଛି । ସିବିଆଇ ପକ୍ଷରୁ ରିୟାଙ୍କ ବାପା ଓ ମାଙ୍କୁ ସୁଶାନ୍ତଙ୍କ ବିଷୟରେ କିଛି ପ୍ରଶ୍ନ ପଚରାଯାଇଛି । ତେବେ ପ୍ରଶ୍ନ ଗୁଡିକ ହେଉଛି ସୁଶାନ୍ତଙ୍କୁ ଆପଣ କିପରି ଜାଣିଲେ ? ସୁଶାନ୍ତଙ୍କ ପରିବାର ଲୋକଙ୍କ ସଂପର୍କରେ ଆପଣ କେତେବେଳେ ଆସିଲ ?
ସୁଶାନ୍ତଙ୍କ ଆର୍ଥିକ କାରବାର ବିଷୟରେ ଆପଣ କଣ ଜାଣିଛ ? ସୁଶାନ୍ତ ମାନସିକ ରୋଗରେ ପିଡିତ ଥିଲେ ରିୟା ଏ ବିଷୟରେ କିଛି କହିଛନ୍ତି କି ?ସେପଟେ ରିୟାଙ୍କ ଭାଇ ସୌଭିକକୁ ମଧ୍ୟ ଆଜି ସିବିଆଇ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here