Spread the love

ଜୟପୁର: ପ୍ରଥମେ ଗୃହମନ୍ତ୍ରୀ ଅମିତ ସାହା ପରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ତୃତୀୟ କେନ୍ଦ୍ର ମନ୍ତ୍ରୀ ଭାବେ କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କରୋନା ସଂକ୍ରମିତ ହୋିଛନ୍ତି ବୋଲି ନିଜେ ଟ୍ୱିଟର ଯୋଗେ ସୁଚନା ଦେଇଛନ୍ତି । ଯୋଧପୁରର ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀ ଜୟସାଲମେରକୁ ତିନି ଦିନିଆ ଗସ୍ତରେ ଯାଇଥିବା ବେଳେ ଅନେକ ସ୍ଥାନ ଗସ୍ତ କରିଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ସଙ୍ଗେରୋଧରେ ରହିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here