Spread the love

ଭୁବନେଶ୍ୱର
ବନ୍ୟା କ୍ଷୟକ୍ଷତିର ଆକଳନ ଲାଗି ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଭୁବନେଶ୍ୱରରେ ପହଞ୍ଚିଛି । ୨ଦିନିଆ ଗସ୍ତ ସମୟରେ ଏହି ଟିମ ରାଜ୍ୟର ବିଭିନ୍ନ ବନ୍ୟାଞ୍ଚଳ ପ୍ରଦର୍ଶନ କରିବେ । ଏମାନେ ବନ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ପୁରୀ ଗସ୍ତ କରିବେ । ଏହି ଚାରୋଟି ଜିଲ୍ଲାକୁ ଅଲଗା ଅଲଗା ଦୁଇଟି ଟିମ ଯୁବେ । ଗୋଟଏ ଟିମ ଭଦ୍ରକ , ଯାଜପୁର ଏବଂ ଅନ୍ୟ ଏକ ଟିମ କେନ୍ଦ୍ରାପଡା ଓ ପୁରୀ ଯିବେ ।

LEAVE A REPLY

Please enter your comment!
Please enter your name here