Spread the love

ମୁମ୍ବାଇ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ସସ ସୁରକ୍ଷା ମିଳିବ । ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ କଙ୍ଗନାଙ୍କୁ ମୁମ୍ବାଇ ଫେରିବାକୁ ନେଇ ଅନେକ ଧମ ଦିଆ ଯାଇଥିଲା । ଏହା ପରେ ତାଙ୍କ ପିତା ହିମାଚଳ ପ୍ରଦେଶ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ । ସେ ଆସନ୍ତା ୯ରେ ମୁମ୍ବାଇ ଯିବାର ଥିଲା । ଏବେ ଏହି ସୁରକ୍ଷା ପାଇଁ କଙ୍ଗନା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି ଯେ ଏବେ କୌଣସି ଦେଶଭକ୍ତଙ୍କ ସ୍ୱରକୁ ଫାସୀବାଦୀ ମାନେ ଦବାଇ ପାରିବେ ନାହିଁ ବୋଲି ଏଥିରୁ ପ୍ରମାଣିତ ହେଉଛି ।

LEAVE A REPLY

Please enter your comment!
Please enter your name here