Spread the love

ମୁମ୍ବାଇ : ଆଜି ଚେନ୍ନାଇ ସୁପରକିଙ୍ଗସର ପ୍ରାୟ ୧୦ଜଣ ଖେଳାଳି ସମେତ ଷ୍ଟାପ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ଭାରତୀୟ ଖେଳାଳି ଥିବା ସୂଚନା ମିଳିଛି । ଆଇପିଏଲ ଖେଳିବାକୁ ଗତ ୨୧ ତାରିଖରେ ଦୁବାଇ ଯାଇଥିଲା ଟିମ ଚେନ୍ନାଇ ସୁପରକିଙ୍ଗସ । କ୍ବାରେଣ୍ଟାଇନରେ ଥିବା ବେଳେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here