Spread the love

ଚିଲିକା
ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କୁ ଗିରଫ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଆଲୋକଙ୍କ ନିକଟରୁ ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଭିିଜିଲାନ୍ସ କାଲି ତାଙ୍କର ଭୁବନେଶ୍ୱର ଘର ସମେତ ୫ଟି ସ୍ଥାନରେ ଚଢଉ କରିଥିଲା ।

LEAVE A REPLY

Please enter your comment!
Please enter your name here