Spread the love

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ଲୋକପ୍ରିୟ ଗେମିଂ ଆପ୍ ପବଜି ଓ ଅନ୍ୟ ୧୧୮ ମୋବାଇଲ ଆପ୍ସକୁ ବ୍ୟାନ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସରକାର ଅନେକ ଚୀନ କମ୍ପାନୀର ଆପକୁ ନିଷେଧ କରି ସାରିଛିନ୍ତି। ତେବେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଇଟି ଆକ୍ଟର ସେକ୍ସନ ୬୯ଏ ଆଧାରରେ ନିଜ ଅଧିକାରର ବିନିଯୋଗ କରି ଏହି ମୋବାଇଲ୍‌ ଆପ୍‌କୁ ଦେଶରେ ନିଷେଦ୍ଧ କରିଛନ୍ତି ।ଅନ୍ୟପଟେ ଚୀନର ମୋଟ ୨୨୪ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here