Spread the love

ନୂଆଦିଲ୍ଲୀ
ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ସହ ହୋଇଥିବା ସଂଘର୍ଷରେ ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ୨ ଜଣ ଅଧିକାରୀ ନିହତ ହୋଇଛନ୍ତି ବୋଲି ଚୀନ ସ୍ୱୀକାର କରିଛି । କିନ୍ତୁ ଏଥିରେ ମୋଟ କେତେ ଯବାନ ମୃତାହତ ହୋଇଛନ୍ତି ତାହାର କୌଣସି ସୂଚନା ଦେଇନାହିଁ । ଏହି ସଂଖ୍ୟା ପ୍ରକାଶ କଲେ ୨ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ବୋଲି ଚୀନ ଯୁକ୍ତି ବାଢିଛି ।

LEAVE A REPLY

Please enter your comment!
Please enter your name here