Spread the love

ବେଜିଂ
ପଡୋଶୀ ଦେଶ ଚୀନ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି । ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦିବଂଗତ ପ୍ରଣବ ମୁଖାର୍ଜୀ ଜଣେ ଅନୁଭବୀ ରାଜନେତା ଥିଲେ । ୫୦ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଭାରତ-ଚୀନ ସମ୍ବନ୍ଧରେ ତାଙ୍କର ସକରାତ୍ମକ ଯୋଗଦାନ ରହିଛି । ଏହା ଭାରତ ପାଇଁ ଏବଂ ଭାରତ-ଚୀନ ସମ୍ବନ୍ଧ ପାଇଁ ସବୁଠାରୁ ବଜ କ୍ଷତି । ତାଙ୍କ ମୃତ୍ୟୁରେ ଆମେ ସମବେଦନା ପ୍ରକାଶ କରୁଛି ଏବଂ ସହାନୁଭୂତି ଜଣାଉଛୁ ।

LEAVE A REPLY

Please enter your comment!
Please enter your name here