A soldier of the Indian army stands guard near a forest village of Bordumsa, an insurgency affected area, on the road to India-China border in the northeastern state of Arunachal Pradesh September 6, 2007. Picture taken September 6, 2007. REUTERS/Parth Sanyal (INDIA) - GM1DWCHEUYAA
Spread the love

ଇଟାନଗର : ଅରୁଣାଚଳ ପ୍ରଦେଶରୁ ଚୀନ ସେନା ଦ୍ୱାରା ଅପହୃତ ୫ଜଣ ଭାରତୀୟଙ୍କୁ ଆସନ୍ତା କାଲି ଚୀନ ଫେରାଇ ଦେବ । ଏନେଇ ଆଜି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ , ଗତ ସପ୍ତାହରେ ଭାରତର ସୀମାରେ ଥିବା ଏକ ଗ୍ରାମରେ ଚୀନ ସନ୍ୟମାନେ ପଶି ୫ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ । ପରେ ଏନେଇ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ବୈଦେଶିକ ବିଭାଗ ପକ୍ଷରୁ ଚୀନ ସରକାରଙ୍କୁ ଏନେଇ ଅବଗତ କରାଯିବା ପରେ ଆଜି ଚୀନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ସୂଚନାଯୋଗ୍ୟ ଯେ , ପୂର୍ବରୁ ଅନୁରୂପ ଭାବେ କିଛି ଗ୍ରାମବାସୀଙ୍କୁ ଚୀନ ସେନା ଅପହରଣ କରିନେଇଥିଲା । ଏନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here