Spread the love

ଭୁବନେଶ୍ୱର
ଯୁବ କଂଗ୍ରେସର ନୂତନ ସଭାପତି ସ୍ମୃତିି ରଞ୍ଜନ ଲେଙ୍କାଙ୍କୁ କିଛି କଂଗ୍ରେସ କର୍ମୀ ବିରୋଧ କରୁଛନ୍ତି । ଏହାକୁ ବିରୋଧ କରି ସେମାନେ କଂଗ୍ରେସ ଭବନରେ ତାଲା ପକାଇ ଦେଇଛନ୍ତି । ଏହା ସହିତ ସପକ୍ଷ ଏବଂ ବିପକ୍ଷବାଦୀ ଗୋଷ୍ଠୀ ମଧ୍ୟ ଭବନ ବାହାରେ ମୁହାଁମୁିହିଁ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହାକୁ ପ୍ରଶମିତ କରିବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହା ସହିତ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here