Bhubaneswar: Odisha CM Naveen Patnaik during an aerial survey of the areas hit by Cyclone Amphan in Odisha, Thursday, May 21, 2020. (PTI Photo)(PTI21-05-2020_000197B)
Spread the love

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆକାଶମାର୍ଗରୁ ବୁଲି ଦେଖିବା ପରେ ଟୁଇଟ କରି ସମୀକ୍ଷା ବିବରଣୀର ସୂଚନା ଦେଇଛନ୍ତି । ବିଭିନ୍ନ ଜିଲ୍ଲା ଓ ଅନେକ ଗାଁ ଜଳମଗ୍ନ ହୋଇ ପଡିଥିବା ବେଳେ ଚାଷ ଜମି ଗୁଡିକ ପାଣିରେ ବୁଡି ରହିଛି ।ସେଭଲି ବହୁ ଫସଲ ,ଘରବାଡି,ରାସ୍ତାଘାଟ ନଷ୍ଟ ହୋଇ ଯାଇଛି ।ଅନ୍ୟପଟେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ତ୍ବରାନ୍ବିତ ପଦକ୍ଷପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ଟୁଇଟରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here