Spread the love

ଚେନ୍ନାଇ: ଆଜି ତାମିଲନାଡୁ କନ୍ୟାକୁମାରୀ କଂଗ୍ରେସ ସାଂସଦ ଏଚ୍ .ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ ଘଟିଛି । ଏନେଇ ଚେନ୍ନାଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ଅଗଷ୍ଟ ୧୦ ତାରିଖରେ ତାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଥିଲା । ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଏହାପରେ ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here