Spread the love

ନୂଆଦିଲ୍ଲୀ : କଂଗ୍ରେସର ରାଜ୍ୟସଭା ସାଂସଦ ଦିପେନ୍ଦ୍ର ହୁଡାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି , ମୋ କରୋନା ରିପୋର୍ଟ ପଜେଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ କରୋନା ଟେଷ୍ଟ ସହ ଅଲଗା ଟେଷ୍ଟ ମଧ୍ୟ କରାଇଛି । ମୋ ସଂପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର କରୋନା ଟେଷ୍ଚ କରାଇନେବା ସହ ନିଜକୁ ହୋମ ଆଇସୋଲେସନରେ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here