Spread the love

ଫୁଲବାଣୀ
ଏହି ଜିଲ୍ଲାର ଶଙ୍କରାଖୋଲ ପାଖ ଗୁଡିଗାଁ ପୋଲ ତଳେ ୫ଟି ପିପିଇ କିଟ୍‌ ପଡି ରହିଛି । ତେବେ ଏହା କେଉଁଠୁ ଆସିଲା ଏବଂ କାହିଁକି ଫୋପୋଡା ଗଲା ତାହା କିଛି ଜଣାପଡି ନାହିଁ । ବ୍ରିଜ ତଳେ ପଡିଥିବା ପିପିଇ କିଟ୍‌ ଦେଖିି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here