Spread the love

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ କିଣିହବ ଔଷଧ । ଅନ୍ଯପଟେ କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ବିକ୍ରିକୁ ଅନୁମତି ମିଳିଛି ।ଏହାସହ ରେମଡେସିଭିର ଇଞ୍ଜେକସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ତେବେ ଏହି କିଣାବିକା ଲାଗି ପ୍ରେସକ୍ରିପସନ ଓ ଅନୁମତିପତ୍ର ଆବଶ୍ୟକ ହେବ । ଦୋକାନୀ ପ୍ରେସକ୍ରିପସନ ଓ ଅନୁମତି ପତ୍ରର ଜେରକ୍ସ ରଖି ଔଷଧ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here