Spread the love

ଭୁବନେଶ୍ବର : କରୋନା ଆକ୍ରାନ୍ତ ଥିବା ନିଟ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ।ଏବେ ଆଇସୋଲେସନ ରୁମରେ ରହି ଦେଇ ହେବ ନିଟ ପରୀକ୍ଷା । ଆଇସୋଲେସନ ରୁମରେ ନିରୀକ୍ଷକ ମାନେ ପିନ୍ଧିବେ ପିପିଇ କିଟ । ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତି ରୁମରେ ୧୨ଜଣ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ବ୍ୟବସ୍ଥା ନେଇ ନିଟ ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here