Spread the love

ନୂଆଦିଲ୍ଲୀ :ଆସନ୍ତା ସପ୍ତାହରୁ କୋଭାକ୍ସିନ ଟିକାର ୩ୟ ଓ ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ।ଭାରତରେ ମଧ୍ୟ ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକର ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।ଆସନ୍ତା ସପ୍ତାହରେ କୋଭିସିଲ୍ଡର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ କୋଭାକ୍ସିନ ଓ ଜାଇକୋଭ-ଡି ର ୨ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ ।ତେବେ ଋଷିଆର ସ୍ପୁଟନିକ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଯୋଜନା କରାଯାଉଛି ।ଆସନ୍ତା ମାସଠାରୁ ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ନିତି ଆୟୋଗର ସଦସ୍ୟ ଭି.କେ. ପଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here