Spread the love

ଭୁବନେଶ୍ୱର
ଅଗଷ୍ଟରେ ରାଜ୍ୟର କରୋନା ସ୍ଥିତି ଶୀର୍ଷକୁ ଯାଇ ସ୍ଥିର ରହିବ । କିନ୍ତୁ ଭାଇରସ ଭିନ୍ନ ଭିନ୍ନ ପ୍ରକାରର ହୋଇଥିବାରୁ ନିର୍ଦ୍ଦିଷ୍ଟ ଆକଳ ହୋଇପାରିନାହିଁ । ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି ଭଲ ଅଛି । ବିଭିନ୍ନ ଜଟିଳ ରୋଗ ଥିବା କାରଣରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଲକ୍ଷଣ ଥିବା ବ୍ୟକ୍ତିକୁ ଚିହ୍ନଟ କରି ପରୀକ୍ଷା କଲେ ଏହାକୁ ରୋକାଯାଇପାରିବ । ଗଞ୍ଜାମରେ ଅଧିକ ଚିହ୍ନଟଙ୍କୁ ଆଇସୋଲେଟ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଭୁବନେଶ୍ୱରକୁ ବାହାରୁ ଅଧିକ ଲୋକ ଆସୁଥିବାରୁ ଏଥିପାଇଁ ନୂତନ ରଣନୀତି ଆବଶ୍ୟକ । ।ରାଜ୍ୟର କରୋନା ସ୍ଥିତିକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଆଜି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here