Spread the love

ନୂଆଦିଲ୍ଲୀ :କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଆଶ୍ବସ୍ତୀ କର ଖବର । କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋର୍ଟିକୋଷ୍ଟେରଏଡ ବ୍ୟବହାର କରିବା ନେଇ ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ମିଳିଛି ।୭ଥର କ୍ଲିନିକାଲ ଟ୍ରାଏଲ ପରେ କୋର୍ଟିକୋଷ୍ଟେରଏଡକୁ ବ୍ୟବହାର ନିମନ୍ତେ ସ୍ବୀକୃତି ମିଳିଛି ।ଡବ୍ଲୁଏଚଓ ଏହାକୁ ବ୍ଯବହାର ଯୋଗ୍ଯ ଜରୁରୀ ଔଷଧ ତାଲିକାରେ ରଖିଛି । କରୋନା ପ୍ରଭାବିତ ଦେଶଗୁଡିକ ଏହାକୁ ବ୍ୟବହାର କରିପାରିବେ । ଡବ୍ଲୁଏଚଓ ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କୁ ଦେବାକୁ ଗାଇଡଲାଇନ ଜାର୍ କରାଯିବ ।

LEAVE A REPLY

Please enter your comment!
Please enter your name here