Spread the love

କଟକ: କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ସହରରେ ମହାମାରୀ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ସକାଳ ୯ଟା ସୁଦ୍ଧା ଶେଷ ହୋଇଥିବା ୨୪ ଘଣ୍ଟାରେ ମୋଟ ୮୨୭ଟି ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ମୋଟର ଯାନ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ୩୩୫, ମାସ୍କ ନପିନ୍ଧିବା ଅଭିଯୋଗରେ ୧୧୦ ଓ ସାମାଜିକ ଦୁରତା ରକ୍ଷା ନକରିବା ଅଭିଯୋଗରେ ୩୮୨ଟି ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here