Spread the love

କଟକ: କଟକ ସହରର ଆଜି ମୋଟ ୧୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହାସହ ୪୧ ଜଣ ହୋମ କ୍ୱାରେନଣ୍ଟାଇନ୍ ରୁ ଥିବା ବେଳେ ୧୦୩ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୭,୭୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୫,୫୨୦ ଜଣ ସୁସ୍ଥ ହୋଇଛନ୍ତି। ୩୪ ଜଣଙ୍କର ମୃତ୍ୟୁ ହୋଇଛି। ୨,୨୧୩ ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here